Home Oriya Odia Dictionary

Download Oriya Odia Dictionary APP

Cortege Oriya Odia Meaning

ଅନ୍ତିମ ଯାତ୍ରା, ଶବ ଯାତ୍ରା

Definition

ପ୍ରାଣ ବାହାରିଯାଇଥିବା ଶରୀର
ଯେଉଁ ସିନ୍ଦୁକରେ ଶବ ରଖି ଗାଡ଼ିରେ ନିଆଯାଏ
କାଠ, ବାଉଁଶଆଦିରେ ନିର୍ମିତ ଗଢ଼ଣ ବା ପଟା ଯାହା ଉପରେ ଶବ ରଖି ଶ୍ମଶାନକୁ ନିଆଯାଏ
ମୃତ ବ୍ୟକ୍ତି ବା ଲାସକୁ ତାହାର ଶେଷ କ୍ରିୟା ନିମନ୍ତେ ଶ୍ମଶାନ,କବରଖାନା ଆଦିକୁ ନେବା ଯାତ୍ରା

Example

କେନାଲ କୂଳରେ ଗୋଟିଏ ଅପରିଚିତ ଶବ ପଡ଼ିଛି
ତାର କୋକେଇ ଉଠିଲାରୁ ସମସ୍ତେ କାନ୍ଦିବାକୁ ଲାଗିଲେ
ମଦର ଟେରେସାଙ୍କ ଶବ ଯାତ୍ରାରେ ଲକ୍ଷଲକ୍ଷ ଲୋକ ସାମିଲ ହୋଇଥିଲେ
ମହାତ୍ମା ନିଜର ଅନୁଚରଗଣଙ୍କୁ କିଛି ଉପଦେଶ