Home Oriya Odia Dictionary

Download Oriya Odia Dictionary APP

Cosmetic Oriya Odia Meaning

ଅଳଂକାରିତା, ପ୍ରସାଧନ ସାମଗ୍ରୀ, ସାଜ୍ଜସଜ୍ଜା

Definition

ପ୍ରସାଧନପାଇଁ ଯେଉଁ ବସ୍ତୁର ଉପଯୋଗ କରାଯାଏ
ଦେହରେ ଘଷିବାପାଇଁ ସୋରିଷ,ତିଳ,ଚିରୌଞ୍ଜୀ ବା ସୁଗନ୍ଧିତ ପଦାର୍ଥ ଆଦିଦ୍ୱାରା ତିଆରି ହୋଇଥିବା ମଲମ
ସଜାଇବା କାମରେ ଆସୁଥିବା
ଯାହା କେବଳ ସଜେଇବା ଉଦ୍ଦେଶ୍ୟରେ କରାଯାଇଥାଏ ବା ସଜା ହୋଇଥିବା ଉପରେ

Example

ନୂଆ ବୋହୂର ସିନ୍ଦୁକ ପ୍ରସାଧନ ସାମଗ୍ରୀରେ ଭରପୂର ହୋଇଛି
ପ୍ରସାଧନ ପ୍ରଲେପ ଲଗାଇଲେ ଚର୍ମରେ ଚମକ ଆସେ
ଏଠାରେ ସାଜସଜ୍ଜା ଜିନିଷଗୁଡ଼ିକର ପ୍ରଦର୍ଶନୀ ଲାଗିଛି
ଏହି କାରର ସାଜ୍ଜସଜ୍ଜା ଢାଞ୍ଚା ଅତି ଭଲ ନୁହେଁ