Home Oriya Odia Dictionary

Download Oriya Odia Dictionary APP

Counter Oriya Odia Meaning

ବିରୋଧାତ୍ମକ

Definition

ଯାହା ଅନୁକୂଳ ନୁହେଁ ବା ହିତ ସାଧନରେ ସହାୟକ ନୁହେଁ
ଯେ ପ୍ରକୃତି, ପ୍ରବୃତ୍ତି, ସ୍ଥିତିଆଦିର ବିଚାରରେ ଅନ୍ୟର ପକ୍ଷ ଗ୍ରହଣ କରେ
ଯିଏ ବିରୋଧ ଭାବରେ ଥାଏ
ମିଳିଥିବା କୌଣସି ଟିପ୍ପଣୀ, ଉତ୍ତର ଆଦିର ଦିଆଯାଉଥିବା ପ୍ରତ୍ୟୁତ୍ତର

Example

ପରିସ୍ଥିତି ପ୍ରତିକୂଳ ହେବା ଦେଖି ସେ ଉଠି ଚାଲିଗଲା
ମୁଁ ତାକୁ ଯାହା କହେ ସେ ତାର ଠିକ୍‌ ବିପରୀତ କାମ କରେ
ମନ୍ତ୍ରୀ ତାଙ୍କ ଭାଷଣରେ କିଛି ବିରୋଧାତ୍ମକ କଥା ମଧ୍ୟ