Home Oriya Odia Dictionary

Download Oriya Odia Dictionary APP

Cow Pie Oriya Odia Meaning

ଗୋବର, ଗୋମୟ

Definition

ଗାଈର ମଳ ବା ବିଷ୍ଠା
ଏଭଳି ଜିନିଷ ଯାହା ବିଲକୁଲ ରଦ୍ଦି ହୋଇଗଲାଣି
ଜୀବଦ୍ୱାରା ଉତ୍ସର୍ଜିତ ପଦାର୍ଥ ଯାହା ତାହାର ମଳଦ୍ୱାର ଦେଇ ବାହାରିଯାଏ
ଗାଈ, ମଇଁଷିଆଦିର ମଳ ବା ବିଷ୍ଠା
ଅଳିଆ ଫୋପାଡ଼ିବା ସ୍ଥାନ

Example

ହିନ୍ଦୁ ଧାର୍ମିକ ଅନୁଷ୍ଠାନରେ ଗୋବରର ଆବଶ୍ୟକତା ପଡ଼ିଥାଏ
ସେ ଆଜି ନିଜ କୋଠରୀର ଅଳିଆ ସଫାକରିବାରେ ବ୍ୟସ୍ତ ଅଛି
ଘୁଷୁରି ମଳ ମଧ୍ୟ ଖାଏ
ଅଳିଆଗଦାରେ ମାଟି ଆଦି ପକେଇ ଖତ ତିଆରି କରାଯାଏ