Home Oriya Odia Dictionary

Download Oriya Odia Dictionary APP

Cracked Oriya Odia Meaning

ଉନ୍ମାଦ, ପାଗଳ

Definition

ଗୋଟିଏ ଅବସ୍ଥାର ବିକୃତି ଘଟି ଅନ୍ୟ ଏକ ଅବସ୍ଥା ହେଇଯିବା
ଯାହାର କିଛି ପାଗଳାମି ବା ଉନ୍ମାଦଭାବ ଅଛି
ଯାହା ଫାଟି ଯାଇଛି

Example

ମାଆ ଛିଣ୍ଡି ଯାଇଥିବା ଦୁଧରୁ ମିଠେଇ ତିଆରି କରୁଛନ୍ତି
ସେ ଜଣେ ପାଗଳ ବ୍ୟକ୍ତି
ଦରିଦ୍ରତା ରୀତାକୁ ଫଟା ଲୁଗା ପିନ୍ଧିବାକୁ ବାଧ୍ୟକଲା