Home Oriya Odia Dictionary

Download Oriya Odia Dictionary APP

Crackling Oriya Odia Meaning

ପଟପଟ

Definition

ଚଟଚଟ କରିବାର ଭାବ ବା ଅବସ୍ଥା
ହାଲୁକା ବସ୍ତୁ ପଡ଼ିବା ବା କଚାଡ଼ିବା ଯୋଗୁଁ ବାରମ୍ବାର ଉତ୍ପନ୍ନ ହେଉଥିବା ଶବ୍ଦ
ବାଣଆଦି ଫୁଟାଇବାରୁ ହେଉଥିବା ଶବ୍ଦ

Example

ରାତିରେ ଚଟଚଟ ଶବ୍ଦ ଶୁଣି ସମସ୍ତେ ଡରି ଗଲେ
ଧୋବାଘାଟରୁ ଆସୁଥିବା ପଟପଟ ଶବ୍ଦ ସ୍ପଷ୍ଟ ଭାବରେ ଶୁଣାଯାଉଛି
ଫୋଟକାବାଣର ନାସି ଜଳେଇବା କ୍ଷଣି ଢୋ ଢା ଶବ୍ଦ ହେଲା