Home Oriya Odia Dictionary

Download Oriya Odia Dictionary APP

Craftsman Oriya Odia Meaning

କାରିଗର, ମିସ୍ତ୍ରୀ, ଶିଳ୍ପକାର, ଶିଳ୍ପୀ

Definition

ଶିଳ୍ପକାମ କରୁଥିବା ବ୍ୟକ୍ତି
ଘର ବା କାଠ, ଧାତୁଆଦିର ଆସବାବ ପତ୍ର ତିଆରି କରୁଥିବା ବ୍ୟକ୍ତି
ହାତରେ ବିଶେଷ ପ୍ରକାରର କାମ କରିପାରୁଥିବା ବ୍ୟକ୍ତି ବା କୌଣସି ବିଶେଷ କାମରେ ନିପୁଣ
ଯେ ଚୋରୀ କରେ
ଯିଏ ଯନ୍ତ୍ର ଆଦିର ମରାମତି

Example

ତାଜମହଲ କୁଶଳ ଶିଳ୍ପୀମାନଙ୍କର ଏକ ଅନୁପମ କୃତି
ଏହି ମୂର୍ତ୍ତି ଭଲ କାରିଗରଦ୍ୱାରା ତିଆରି କରାଯାଇଛି
କାରୀଗର ଆଜି କାମକୁ ଆସିନାହିଁ
ଗାଁ ଲୋକମାନେ ଚୋରି କଲାବେଳେ ଚୋରକୁ ଧରିଲେ
କାରୀଗର