Home Oriya Odia Dictionary

Download Oriya Odia Dictionary APP

Cram Oriya Odia Meaning

ଜମା କରିବା, ଭର୍ତ୍ତି କରିବା

Definition

ମୁଖସ୍ତକରିବାପାଇଁ ବାରମ୍ବାର କହିବା ବା ପଢ଼ିବା
ଖୁବ କସିକରି ଭର୍ତ୍ତିକରିବା
କୌଣସି ବସ୍ତୁ କାହା ଭିତରେ ଭର୍ତ୍ତି କରିବା
ପୁରା ପେଟଭରି ଖାଇବା
କୌଣସି କଥା ବା ଶବ୍ଦ ବାରମ୍ବାର କହିବା

Example

ପିଲାମାନେ ପଣକିଆ ଡାକୁଛନ୍ତି
ସେ ସବୁ ଜିନିଷ ଗୋଟିଏ ବସ୍ତାରେ ହିଁ ଠେସିଭର୍ତ୍ତି କଲା
ଶିଶୁ ପାଟିରେ ପେନ ଭର୍ତ୍ତି କରିଦେଲା
ମୁଁ ଆଜି ପାର୍ଟିରେ ଖୁବ ଠୁଙ୍କିଲି
ଯାହା ହୋଇଗଲା ଗଲା, କାହିଁକି ସେହି-ସେହି କଥାକୁ ବାରମ୍ବାର ଘୋଷୁଛ !