Home Oriya Odia Dictionary

Download Oriya Odia Dictionary APP

Crawl Oriya Odia Meaning

ଆଣ୍ଠେଇ, ଗୁରୁଣ୍ଡି, ବଲବଲହେବା

Definition

ପିଲାମାନେ ଆଣ୍ଠୁ ବଳରେ ଚାଲିବା ପ୍ରକ୍ରିୟା
ଧୀରେଧୀରେ ଚାଲିବା
ଧୀରେଧୀରେ ଆଉ ଭୂମି ଉପରେ ଘଷିହୋଇ ଚାଲିବା

Example

କୃଷ୍ଣଙ୍କ ବାଙ୍କଚାଲି ଦେଖି ମାଆ ଯଶୋଦା ଅତି ଆନନ୍ଦିତ ହେଉଥିଲେ
ଷ୍ଟେସନ ପାଖେଇ ଆସିବାରୁ ରେଳଗାଡ଼ି ଧିମେଇଲା
ଘରେ ଗୋଟିଏ ବଡ଼ ପୋକ ଘୁସୁରୁଛି