Home Oriya Odia Dictionary

Download Oriya Odia Dictionary APP

Crest Oriya Odia Meaning

ଚୂଳ, ଚୋଟି

Definition

କୌଣସି ବସ୍ତୁଆଦିର ଆଗରେ ବାହାରିଥିବା ପତଳା ଅଂଶ
ପାହାଡ଼ର ଶୀର୍ଷ ଦେଶ
କୌଣସି ବସ୍ତୁ, ସ୍ଥାନଆଦିର ସବୁଠୁ ଉପରି ଭାଗ
ଶାହଜାହାନ୍‌ ତିଆରି କରିଥିବା ଆଗ୍ରାର ଏକ ପ୍ରସିଦ୍ଧ ଐତିହାସିକ ମହଲ
ହିନ୍ଦୁମାନେ ମୁଣ୍ଡ ଉପରର ମଧ୍ୟ ଭାଗରେ ରଖୁଥିବ

Example

ଦୁର୍ଯୋଧନ ଶ୍ରୀକୃଷ୍ଣଙ୍କୁ କହିଲେ ଯେ ବିନା ଯୁଦ୍ଧରେ ସେ ଛୁଞ୍ଚିର ଅଗ ପରିମାଣ ଜମି ମଧ୍ୟ ପାଣ୍ଡବମାନଙ୍କୁ ଦେବେନାହିଁ
ଭାରତୀୟ ପର୍ବତାରୋହଣକାରୀ ହିମାଳୟର ଶିଖରରେ ପହଁଞ୍ଚି ଜାତୀୟ ପତାକା ଉଡ଼ାଇଲେ
ସୌନ୍ଦର୍ଯ୍ୟଯୋଗୁଁ ତାଜମହଲ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ହୋଇଯାଇ