Home Oriya Odia Dictionary

Download Oriya Odia Dictionary APP

Croatian Oriya Odia Meaning

କ୍ରୋଏଶିଆଈ, କ୍ରୋଏଶିଆବାସୀ, କ୍ରୋଏଶିୟାଈ, କ୍ରୋଏଶିୟାବାସୀ

Definition

କ୍ରୋଏଶିୟା ନିବାସୀ
କ୍ରୋଏଶିୟା ଲୋକମାନଙ୍କର ଭାଷା
କ୍ରୋଏଶିୟାର ବା କ୍ରୋଏଶିୟା ସଂବନ୍ଧିତ
କ୍ରୋଏଶିୟା ଭାଷାର ବା କ୍ରୋଏଶିୟା ଭାଷା ସଂବନ୍ଧିତ

Example

ସମ୍ମିଳନୀରେ ଉପସ୍ଥିତ କ୍ରୋଏଶିୟାବାସୀମାନେ ଆମକୁ ନିଜ ଦେଶ ବୁଲାଇଲେ
ମୋର କ୍ରୋଏଶିୟା ଭାଷା ଶିଖିବାରେ କୌଣସି ରୁଚି ନାହିଁ
ଫିଲ୍ମୋତ୍ସବରେ ଗୋଟିଏ କ୍ରୋଏଶିୟାଈ ଫିଲ୍ମ ମଧ୍ୟ ଦେଖା ଯାଇଥିଲ