Home Oriya Odia Dictionary

Download Oriya Odia Dictionary APP

Crock Oriya Odia Meaning

କଳା, କଳାଂଶ, କାଳିମା

Definition

କାହା ଉପରେ ଲଗାଯାଇଥିବା ଦୋଷ
ଧୂଆଁ ଜମିଯିବା କାରଣରୁ କଳା ପଡ଼ିଯାଇଥିବା ଅଂଶ
ପାଣି ଭର୍ତ୍ତିକରିବା ବା ରଖିବାପାଇଁ ଗୋଟିଏ ଜାଗା
ଏକ ପ୍ରକାରର ମାଠିଆ ଯାହାର ଉପଯୋଗ ବାଦ୍ୟ ଯନ୍ତ୍ର ରୂପରେ କରାଯାଇଥାଏ
ଚୌଡ଼ା ମୁ

Example

ନଜାଣି ନଶୁଣି କାହା ଚରିତ୍ରରେ କଳଙ୍କ ଲଗାଇବା ଠିକ୍‌ ନୁହେଁ
କାନ୍ଥ ଉପରେ ଲାଗିଥିବା କଳାକୁ ସଫା କରିଦିଅ
ଖାଲି କଳଶରେ ପାଣି ଭର୍ତ୍ତି କରିଦିଅ
ସେ ମାଠିଆ ବଜାଇବାରେ ନିପୁଣ
ଗ୍ରୀଷ୍ମଦିନେ ସୀତା ମାଠ