Home Oriya Odia Dictionary

Download Oriya Odia Dictionary APP

Crowing Oriya Odia Meaning

କଥାକୁହାଳିଆ, ଗଫୁଡା, ଫୁଟାଣି, ଭଡଭଡିଆ

Definition

ଗର୍ବରେ ବହୁତ ବଢ଼ିକରି କୁହାଯାଉଥିବା କଥା
ଅହଙ୍କାର ବା ଦର୍ପରେ ପୂର୍ଣ୍ଣ
ନିଜେ ନିଜକୁ ନିଜଠାରୁ ବହୁତ ଅଧିକ ଯୋଗ୍ୟ, ସମର୍ଥ ବା ବଢ଼ିକରି ବିଚାର କରିବା ଭାବ
ଯେ ବଢ଼ିବଢ଼ି କଥା କହେ
ଔଦ୍ଧତ୍ୟ ଦେଖାଉଥିବା
ବେଶୀ ବଢ଼େଇ-ଚଢ଼

Example

ସେ ଦିନସାରା ନିଜର ବଡ଼ାଇ ଗପୁଥାଏ
ଅହଙ୍କାରୀ ବ୍ୟକ୍ତି ସମାଜ ନିମନ୍ତେ ଅଭିଶାପ ହୋଇଥାଏ
କଥାକୁହାଳିଆ ଲୋକ ମୋର ପସନ୍ଦ ନୁହେଁ
ସେ ଏତେ ଉଦ୍ଧତ ଯେ ତାସହ କଥା ହେବାକୁ ମନ ହୁଏନି
ମୁଁ ସେ ଅଭିମ