Home Oriya Odia Dictionary

Download Oriya Odia Dictionary APP

Crunch Oriya Odia Meaning

କଡକଡ, କଡମଡ, ଖସଖସ ହେବା, ଗୁଣ୍ଡକରିବା, ଚୁଡୁମୁଡୁ ହେବା, ଚୂନାକରିବା, ଚୂରିବା, ଚୂର୍ଣ୍ଣକରିବା, ପେଷିବା

Definition

ବିରୋଧ, ଉପଦ୍ରବ, ବିଦ୍ରୋହ ଇତ୍ୟାଦିକୁ ବଳ ପ୍ରୟୋଗଦ୍ୱାରା ଦମନ କରିବା
ଗୋଡ଼ରେ ଦଳିବାର ପ୍ରକ୍ରିୟା ବା ଭାବ
ଟାଣ ବସ୍ତୁ ଦବିବା ମୋଡ଼ିବାର ଶବ୍ଦ
ଯାହା ଚିକଣିଆ ନାହିଁ
ଘଡ଼ଘଡ଼ କରିବା ଶଦ୍ଦ
କୌଣସି କଠିନ ବସ୍ତୁ ଭାଙ୍ଗିବାର ଶଦ୍

Example

ଆମେ ନିଜର ଇଚ୍ଛାକୁ ଦମନ କରୁ / ପରାଧୀନ ଭାରତରେ ଇଂରେଜମାନେ ଭାରତୀୟମାନଙ୍କୁ ଦବେଇକି ରଖିଥିଲେ
ବାସନ ତିଆରି କରିବାପୂର୍ବରୁ କୁମ୍ଭାର ମାଟିକୁ ଚକଟାଚକଟି କରି ନରମ କରେ
ଖଟର କଟକଟ ଶବ୍ଦ ଶୁଣି ଜେଜେମା ଉଠି ପଡ଼ିଲେ
ଭଜା କମ ହେବା କାରଣରୁ ତରକାରି କଡ଼ା ହୋଇଗ