Home Oriya Odia Dictionary

Download Oriya Odia Dictionary APP

Crush Oriya Odia Meaning

ଚାପିହେବା, ଦବେଇଦେବା, ଦଳିଚକଟିହେବା, ପେଡିବା, ପେଶିବା, ପେସିହେବା

Definition

କାହାକୁ ମାନସିକ ବା ଶାରୀରିକ ସ୍ତରରେ ପୀଡ଼ିତ କରିବା
ବିରୋଧ, ଉପଦ୍ରବ, ବିଦ୍ରୋହ ଇତ୍ୟାଦିକୁ ବଳ ପ୍ରୟୋଗଦ୍ୱାରା ଦମନ କରିବା
ଏକ ସମୟରେ ଗୋଟିଏ ଜାଗାରେ ହେଉଥିବା ବହୁତ ଲୋକଙ୍କ ସମାଗମ
ଦୁଇଟି ଭାରି ଓ ଟାଣ ବସ୍ତୁର

Example

ଗୀତାର ବାହାଘର ପରେ ଗୀତାର ଶାଶୁଘର ଲୋକ ତାକୁ ବହୁତ ହଇରାଣ କଲେ
ଆମେ ନିଜର ଇଚ୍ଛାକୁ ଦମନ କରୁ / ପରାଧୀନ ଭାରତରେ ଇଂରେଜମାନେ ଭାରତୀୟମାନଙ୍କୁ ଦବେଇକି ରଖିଥିଲେ
ନିର୍ବାଚନ ସମୟରେ ଜାଗା ଜାଗାରେ ଲୋକଙ୍କର ଭିଡ଼ ଦେଖାଯାଏ
ଆଖୁରୁ ରସ