Home Oriya Odia Dictionary

Download Oriya Odia Dictionary APP

Cry Oriya Odia Meaning

ଅଶ୍ରୁପାତ କରିବା, ଆର୍ତ୍ତନାଦ, କାନ୍ଦିବା, କ୍ରନ୍ଦନ କରିବା, ଗର୍ଜନ କରିବା, ଗୁହାରି, ଚିତ୍କାର କରାଇବା, ଚିତ୍କାର କରିବା, ଚିଲ୍ଲାଇବା, ବିନତି, ରଡି କରିବା, ରୋଦନ କରିବା, ଲୁହ ଗଡାଇବା

Definition

ପୀଡ଼ା, ଦୁଃଖ, ସୁଖ, କ୍ରୋଧଆଦିର ଭାବାବେଗରୁ ଆଖିରୁ ଅଶ୍ରୁ ବହିବା
ଉଚ୍ଚସ୍ତରରୁ ଦିଆଯାଇଥିବା ସୂଚନା
ମୁଁହରୁ ବାହାରୁ ଥିବା ବ୍ୟଥା ସୂଚକ ଶବ୍ଦ
ଦୃଢ଼ଭାବରେ କିଛି କହିବା କ୍ରିୟା
କାନ୍ଦିବା କ୍ରିୟା
ଜୋରରେ କହି ଡରାଇବା
ଦୁଃଖ, ବେଦନାଆଦି ସମ

Example

ଗଧିଆକୁ ଦେଖି ମେଷପାଳକ ""ବଞ୍ଚାଅ, ବଞ୍ଚାଅ ଗଧିଆ ଆସିଗଲା""ବୋଲି ଚିତ୍କାରକଲା
ନିଜ ମାଆଠାରୁ ଦୂରେଇରହିବା କାରଣରୁ ଶ୍ୟାମ କାନ୍ଦୁଥିଲା
ବୁଢ଼ାର ଆର୍ତ୍ତନାଦ ଶୁଣି ମୋର ହୃଦୟ ତରଳି ଗଲା
ବିଦାୟ ସମୟରେ ତାର କାନ୍ଦ ବନ୍ଦ ହେଉନଥିଲା
ସେ