Home Oriya Odia Dictionary

Download Oriya Odia Dictionary APP

Crystalline Oriya Odia Meaning

ପାରଦର୍ଶକ, ପାରଦର୍ଶୀ, ସ୍ଫଟିକାଭ

Definition

ଏକ ପ୍ରକାର ଧଳା ପାରଦର୍ଶକ ପଥର
ଯାହାର ସାମନା କିମ୍ବା ମଧ୍ୟଭାଗରେ ରହିଲେ ଅନ୍ୟପାଖର ଜିନିଷ ଦେଖାଯାଏ
ସ୍ଫଟିକରେ ତିଆରି ହୋଇଥିବା ବା ସ୍ଫଟିକ ପଥରର
ସ୍ଫଟିକ ଭଳି ସ୍ୱଚ୍ଛ

Example

ଜଣେ ପଣ୍ଡା ମୋ ବାପାଙ୍କୁ ଗୋଟିଏ ସ୍ଫଟିକ ଦେଇଥିଲେ
ଦର୍ପଣ ଏକ ପାରଦର୍ଶକ ବସ୍ତୁ
ଏହା ସ୍ଫଟିକର ମୂର୍ତ୍ତି
ଏଥିରେ ସ୍ଫଟିକୀୟ ଚମକ ଅଛି