Home Oriya Odia Dictionary

Download Oriya Odia Dictionary APP

Cue Oriya Odia Meaning

ଖବର, ଠିକଣା, ପତ୍ତା, ସୁରାକ୍, ସୂତ୍ର

Definition

କୌଣସି ଉଦ୍ଦେଶ୍ୟରେ କଥିତ, ଲିଖିତ, ବା ସାଂକେତିକ ମହତ୍ୱପୂର୍ଣ୍ଣ କଥା
ତୁଳା, ରେଶମଆଦିର ସେହି ଲମ୍ବା ରୂପ ଯାହା ବୁଣିବାପାଇଁ ତିଆରି ହୋଇଥାଏ
ମନର ଭାବକୁ ପ୍ରକାଶ କରିବାରେ ଚେଷ୍ଟା
ଜାଣିବା ବା ବିଜ୍ଞହେବା ଅବସ୍ଥା ବା ଭାବ
ଦେଖାଯାଉଥିବା ବା ବୁଝିହେଉଥିବା

Example

ନିଜ ଭାଇର ବାହାଘର ଖବରପାଇ ତା’ର ଖୁସିର ସୀମା ରହିଲାନି
ଏହି ଶାଢ଼ୀ ରେଶମୀ ସୂତାରେ ତିଆରି ହୋଇଛି
ବଧିର ସହିତ ସମସ୍ତେ ଠାରରେ କଥାବାର୍ତ୍ତା କରିବାକୁ ପଡ଼େ
ମୋ ଜ୍ଞାତସାରରେ ହିଁ ଏହି କାମ ହୋଇଛି
ମୁ ଆପଣଙ୍କୁ ଡାକିବାପାଇଁ ରାମ ହାତରେ