Home Oriya Odia Dictionary

Download Oriya Odia Dictionary APP

Cultivation Oriya Odia Meaning

କୃଷି, ଚାଷ, ଜମିବାଡିକାମ

Definition

କ୍ଷେତରେ ଶସ୍ୟଆଦି ବୁଣିବା ଓ ଅମଳ କରିବାର କାର୍ଯ୍ୟ
ହଳ କରିବା କ୍ରିୟା
ଘରର କାମ ଧନ୍ଦା
ହଳ କରିବା ମଜୁରୀ

Example

ରାମଦାସ ଚାଷ କରି ନିଜ ପରିବାରର ଭରଣ ପୋଷଣ କରୁଛି
ତାଙ୍କର ମନ ଘରକାମରେ ଲାଗୁନି
ସେ ହଳମଜୁରୀ ଶହେ ଟଙ୍କା ନେଲା