Home Oriya Odia Dictionary

Download Oriya Odia Dictionary APP

Curry Oriya Odia Meaning

ତରକାରୀ

Definition

ଡେମ୍ଫ, ଫଳ, କନ୍ଦା,ଶାଗଆଦି ଯାହାକୁ ରାନ୍ଧି ରୋଟି, ଭାତଆଦି ସହିତ ଖିଆଯାଏ
ରନ୍ଧା ଯାଇଥିବା ତରକାରି
ରୋଷେଇ ହୋଇଥିବା ମସଲାଦାର ବା ପାଣିଆ ତରକାରୀ
ଖଟା, ବେସନଆଦିକୁ ରାନ୍ଧି ଗାଢ଼ାକରି ପ୍ରସ୍ତୁତ ହେଉଥିବା ଏକ ତରକାରୀ

Example

ପ୍ରିୟମ୍ବଦା ଭେଣ୍ଡି ତରକାରୀ ରାନ୍ଧୁଛନ୍ତି
ଆଳୁରେ ନାନା ପ୍ରକାରର ତରକାରି ତିଆରି ହୁଏ
ଖାଦ୍ୟରେ ଗୋଟିଏ ତରକାରି ଆଉ ଗୋଟିଏ ଭଜା ତାଙ୍କର ନିହାତି ଆବଶ୍ୟକ
କଡ଼ି ଅନେକ ପ୍ରକାରର