Home Oriya Odia Dictionary

Download Oriya Odia Dictionary APP

Cutback Oriya Odia Meaning

ଛଟେଇ

Definition

ସମୂହରୁ ଜିନିଷଗୁଡ଼ିକୁ ଅଲଗା କରିବା
କାଟିକି କମ କରିବା କ୍ରିୟା ବା ଭାବ
ବାଛି ଅଲଗା କରିବା ପ୍ରକ୍ରିୟା
ଅନେକ ବସ୍ତୁ ମଧ୍ୟରୁ କିଛି ମନ ପସନ୍ଦ ବସ୍ତୁ ଅଲଗା କରିବା
କାଟିକରି ଅଲଗା କରି

Example

ସେ ଟୋକେଇରୁ ଭଲ ଆମ୍ବ ବାଛୁଛି
ବିଜୁଳିର ଠିକ୍‌ ବ୍ୟବହାର କରିବାରୁ ଏଥର ବିଲ୍‌ କମ୍‌ ହୋଇଛି
ଛଟେଇ ପରେ କେବଳ ଦଶଜଣ ମୂଲିଆ ରହିଗଲେ
ଲୁଗା ଦୋକାନରେ ନିଜ ପାଇଁ ମୁଁ ଦଶଟି ଶାଢ଼ୀ ବାଛିଲି
ସେ ଛାତ ଉପରକୁ ଓହଳିଥିବା ଡାଳଟିକୁ କାଟିଦେଲେ
ମା ଚାଉଳ ବାଛୁଛନ୍ତି