Home Oriya Odia Dictionary

Download Oriya Odia Dictionary APP

Cutting Oriya Odia Meaning

ଅବଚ୍ଛେଦନ, ଆଚ୍ଛେଦନ, କଟା, କଲମ

Definition

କାଳି ସହାଯ୍ୟରେ କାଗଜଆଦି ଉପରେ ଲେଖିବାର ଉପକରଣ
ପାଚିଲା ଶସ୍ୟର ଫସଲ କାଟିବା କାମ
କାହାକୁ ପ୍ରତାରଣା କରି ନିଜର ସ୍ୱାର୍ଥପାଇଁ କରାଯାଇଥିବା କାମ
କିଛି ଜିନିଷ କାଟିଲାପରେ ବଳି ପଡିଥିବାଲୁଗା,କାଗଜଆଦିର ଛୋଟ ରଦି ଟୁକୁଡ଼ା

Example

ଫସଲ କଟା ପରେ ଲଗାତାର ବର୍ଷା ହେବାରୁ ଫସଲ କ୍ଷେତରେ ହିଁ ସଢ଼ିଯାଉଛି
ଏହି ଟୋକେଇଟି କଟା କନା ଓ କାଗଜଆଦି ରଖିବା କାମରେ ଆସୁଛି
ସେ କଲମଦ୍ୱାରା ଶଙ୍ଖମଲମଲ ଉପରେ ରାମଙ୍କ ଚିତ୍ର ତିଆରି କରୁଛି
କଲମ ଉପାୟରେ