Home Oriya Odia Dictionary

Download Oriya Odia Dictionary APP

Cyclone Oriya Odia Meaning

ଖଣ୍ଡିଆଭୂତ, ଘୂର୍ଣ୍ଣବାୟୁ, ଘୂର୍ଣ୍ଣିବାତ୍ୟା

Definition

ଭୀଷଣ ଝଡ଼ ଯେଉଁଥିରେ ଖୁବ ଧୂଳି ଉଡ଼େ ଏବଂ ବର୍ଷା ହୁଏ
ଭଉଁରୀ ଭଳି ବୁଲୁଥିବା ପବନ
ଏପରି ଭୀଷଣ ବା ବିକଟ ଅବସ୍ଥା ଯେଉଁଥିରେ ଅନେକ ଲୋକ ଏକତ୍ରିତ ହୁଅନ୍ତି ଅବା ଯାହାଦ୍ବାରା ଅନେକଙ୍କର ପ୍ରଭୂ

Example

ରାତିରେ ହୋଇଥିବା ତୋଫାନରେ ଧନ ଓ ଜୀବନ ଉଭୟ ବହୁତ କ୍ଷତି ହୋଇଛି
ଘୂର୍ଣ୍ଣିବାତ୍ୟା ଯୋଗୁଁ ବେଳେ ବେଳେ ବହୁତ କ୍ଷତି ହୋଇଥାଏ
ଚତୁଦ୍ଦିଗରୁ ଆର୍ଥିକ ହ୍ରାସର ତୋଫାନ ଆସିଛି