Home Oriya Odia Dictionary

Download Oriya Odia Dictionary APP

Cypher Oriya Odia Meaning

ନଗଣ୍ୟ ବ୍ୟକ୍ତି, ଶୂନ, ଶୂନ୍ୟ

Definition

ଯାହାର ଭିତର ସ୍ଥାନ ଶୂନ୍ୟ ବା ଭର୍ତ୍ତି ହୋଇନାହିଁ
ଯେଉଁ ବ୍ୟକ୍ତିକୁ ଗଣାଯାଏ ନାହିଁ
କୌଣସି ବସ୍ତୁ,ଗୁଣ ଆଦିରେ ଶୂନ୍ୟ ବା ହୀନ
ଗଣିତର ଯେଉଁ ସଂଖ୍ୟାକୁ ଯେ କୌଣସି ସଂଖ୍ୟାରେ ଯୋଗକଲେ ବା ବିୟୋଗ କଲେ ସେହି ସଂଖ୍ୟାର ମୂଲ୍ୟ ବଦଳେ ନାହିଁ
ଖାଲି ବା

Example

ଆଜିକାଲି ସରକାର ଲୋକଙ୍କୁ ନଗଣ୍ୟ ବ୍ୟକ୍ତି ଭାବରେ ଦେଖୁଛନ୍ତି
ଏକ ଆଗରେ ଶୂନ ଲେଖିଲେ ଦଶ ହୁଏ
ସେ ଶୂନ୍ୟରେ ଘୁରୁଥିଲା
ଏହି ଇନିଂସରେ ତାକୁ ଶୂନ୍ୟ ରନ୍ ମିଳିଲା