Home Oriya Odia Dictionary

Download Oriya Odia Dictionary APP

Dab Oriya Odia Meaning

ଆଉଁଶିବା, ଛିଟା, ଥାପୁଡିବା

Definition

କୌଣସି ତରଳ ପଦାର୍ଥରୁ ଛିଟିକି ପଡ଼ିଥିବା ବୁନ୍ଦା
ହାଲୁକା ମେଘ
ଥାପୁଡ଼ି ଦେବା କ୍ରିୟା ବା ଭାବ
ସ୍ନେହରେ ବା ଆରାମଦେବାପାଇଁ କାହାରି ଶରୀରରେ ଧୀରେଧୀରେ ପାପୁଲିରେ ଆଘାତ କରିବା
କୌଣସି ଏକ ବସ୍ତୁର ପୃଷ୍ଠଭାଗରେ ଅନ୍ୟ ଏକ ବସ୍ତୁର ବିସ୍ତାର କରିବା

Example

ମୋ ଲୁଗା ଉପରେ ତେଲ ଛିଟା ପଡ଼ିଗଲା
ମୁଁ ବିଦ୍ୟାଳୟକୁ ବାହାରିଲାବେଳେ କୁଣ୍ଡାଝାଡ଼ୁଥିଲା
ମା ପିଲାକୁ ଥାପଡ଼ ଦେଇ ଶୁଆଉଛନ୍ତି
ମା ପିଲାଟିକୁ ସ୍ନେହରେ ଥାପୁଡ଼ୁଛି
କେତେକ ଲୋକ ରୋଟିରେ ଘିଅ ଲଗାନ୍ତି
ମୋର ଶାଢ଼ୀର ଛିଟ ପସନ୍ଦ ହୋଇନାହିଁ