Home Oriya Odia Dictionary

Download Oriya Odia Dictionary APP

Daybreak Oriya Odia Meaning

ପାହାନ୍ତା, ପାହାନ୍ତିଆ, ବ୍ରାହ୍ମ ବେଳା, ବ୍ରାହ୍ମମୁହୂର୍ତ, ଭୋର

Definition

ଦିନ ହେବାର ସମୟ
ସକାଳେ
ସୂର୍ଯୋଦୟର ଦୁଇ ଘଡ଼ି ପୂର୍ବର ସମୟ

Example

ସକାଳ ହେବାରୁ ହିଁ କୃଷକ କ୍ଷେତଆଡ଼କୁ ଚାଲିଲା
ସେ ପ୍ରତିଦିନ ବ୍ରାହ୍ମମୁହୂର୍ତ୍ତରେ ଉଠିଯାଆନ୍ତି