Home Oriya Odia Dictionary

Download Oriya Odia Dictionary APP

Daze Oriya Odia Meaning

ଆଘାତ, ଝଲସିଯିବା, ଧକ୍କା, ମାନସିକ ଆଘାତ

Definition

ମାଂସ ନିମନ୍ତେ ପଶୁ-ପକ୍ଷୀଙ୍କୁ ହତିଆରରେ ଏକା ଥରକେ କାଟି ପକାଇବାର ଢଙ୍ଗ
ମନକୁ ଲାଗିଥିବା ଆଘାତ
ଗୋଟିଏ ବସ୍ତୁର ଅନ୍ୟ ଏକ ବସ୍ତୁସହିତ ବେଗପୂର୍ଣ୍ଣ ସ୍ପର୍ଶ
ହାଲୁକା ଧକ୍କା
ଆଘାତର ଲାକ୍ଷଣିକ ପ୍ରୟୋଗ
ମୃଦୁ ଧକ୍କା ବା ଆଘାତ

Example

ମୁସଲମାନମାନେ ଝଟକାଦ୍ୱାରା କଟା ମାଂସ ଖାଇବାକୁ ପାପ ବୋଲି ବିଚାର କରନ୍ତି
ତାର କଥା ମୋତେ ଆଘାତ ଦେଲା
ତାକୁ କାର ଧକ୍କା ହେଲା
ତା ବ୍ୟବହାରରେ ମୋ ସମ୍ମାନକୁ ଆଘାତ ଲାଗିଲା
ଘାଆକୁ ଫୋଡ଼ିବାପାଇଁ ଟିକେ