Home Oriya Odia Dictionary

Download Oriya Odia Dictionary APP

Deadly Oriya Odia Meaning

ଅନ୍ତକାରୀ, ଜୀବନହାରୀ, ବିଷଧର, ବିଷଯୁକ୍ତ, ବିଷାକ୍ତ", ମାରଣାସ୍ତ୍ର, ମୃତ୍ୟୁକାରୀ

Definition

ମୃତ୍ୟୁ ବା ଅନ୍ତ କରିବାବାଲା
ସରୀସୃପ ଜାତିର ପେଟେଇକି ଚାଲୁଥିବା ଏକ ପତଳା ଓ ଲମ୍ବା ଜୀବ ଯାହା ବହୁଜାତୀୟ
ଯିଏ ହିଂସା କରୁଛି
ଯେ କାହାରିକୁ ହତ୍ୟାକରିଛି
ଯାହାଦ୍ୱାରା ଜୀବନ ଯାଇପାରେ ବା ଜୀବନ ନେବାବାଲା
ଯାହା ବିଷରେ ପରିପୂର୍ଣ୍ଣ
ଯାହା

Example

ସେ ମୃତ୍ୟୁକାରୀ ବିଷ ପିଇ ନିଜ ଜୀବନଲୀଳା ଶେଷ କଲା
ଆଇ.ଆଇ.ଟି ବମ୍ବେରେ ବହୁ ବିଷାକ୍ତ ସାପ ବୁଲୁଥିବାର ଦେଖାଯାଏ
ଆଜିର ମାନବ ହିଂସ୍ର ହୋଇପଡୁଛି
ଏହି ମୋକଦମାରେ ସବୁ ହତ୍ୟାକାରୀ ବ୍ୟକ୍ତିଙ୍କୁ ଆଜୀବନ କାରାଦଣ୍ଡର ଆଦେଶ ଶୁଣାଇଦିଆଗଲା
ବିଷାକ୍