Home Oriya Odia Dictionary

Download Oriya Odia Dictionary APP

Debility Oriya Odia Meaning

ଦୁର୍ବଳତା

Definition

ବଳ ବା ଶକ୍ତି ନ ହେବା ବା ବହୁତ କମହେବାର ଅବସ୍ଥା
କୌଣସି ବ୍ୟକ୍ତି ପାଇଁ ଯେ ସବୁଠାରୁ ପ୍ରିୟ ଏବଂ ଯାହା ପାଇଁ ସେ କୌଣସି ବି କାମ କରିବା ପାଇଁ ପ୍ରସ୍ତୁତ
ଦୁର୍ବଳ ହେବାର ଅବସ୍ଥା
ପତଳା ହେବାର ଅବସ୍ଥା
ଗୁଣ, ଯୋଗ୍ୟତା, ତୀବ୍ରତା ବା

Example

ଦୁର୍ବଳତାହେତୁ ମହେଶ ଚାଲି ପାରୁନି
ରୋଗରୁ ଉଠିବା ପରେ ଶରୀରରେ ଦୁର୍ବଳତା ରହିବା ସ୍ୱାଭାବିକ
ତାଙ୍କ ଦୁର୍ବଳତା ତାଙ୍କ କାର୍ଯ୍ୟକ୍ଷମତାରେ ବାଧା ଦିଏ ନାହିଁ
ୟୁରୋପୀୟ ବଜାରରେ ମାନ୍ଦା ଅବସ୍ଥା ନେଇ ଭାରତୀୟ ବଜାରର