Home Oriya Odia Dictionary

Download Oriya Odia Dictionary APP

Debris Oriya Odia Meaning

ଭଙ୍ଗାଇଟାପଥରଗଦା

Definition

କାମ, ବିକାଶ, ମାର୍ଗଆଦିରେ ବାଧା ଠିଆ କରାଯିବା ବା ଆସୁଥିବା ବାଧା
ଇଟା ବା ପଥରର ଛୋଟ ଖଣ୍ଡ
ଭଙ୍ଗାରୁଜା ବସ୍ତୁ, ଯେପରି ଭୁଷୁଡ଼ି ପଡ଼ିଥିବା ଭବନର ଇଟା,ପଥର ଆଦି ବା ସେଗୁଡ଼ିକର ଗଦା

Example

ମୋହନ ମୋର ସବୁ କାମରେ ବାଧା ଦେଇ ମୋତେ ହଇରାଣ କରୁଛି
ପିଲାଟି ଝିଙ୍କର ଉଠେଇ ଗଡ଼ିଆକୁ ଫୋପାଡ଼ୁଥିଲା
ଭଗ୍ନାବଶେଷଭିତରୁ ଦୁଇଟି ଶବ ବାହାର କରାଗଲା