Home Oriya Odia Dictionary

Download Oriya Odia Dictionary APP

Deciding Oriya Odia Meaning

ନିଶ୍ଚୟକାରକ, ନିଶ୍ଚୟକାରୀ

Definition

କୌଣସି କଥା ବା କାର୍ଯ୍ୟଆଦିର ଔଚିତ୍ୟ ବା ଅନୌଚିତ୍ୟ ସମ୍ପର୍କରେ ବିଚାର କରି ଠିକ୍‌ ବା ଉଚିତ୍‌କୁ ଜାଣିବା
ପୂରା କରୁଥିବା ବାଲା
ନିଶ୍ଚୟ କରୁଥିବା ଲୋକ
ଯାହା ନିଶ୍ଚୟ କରୁଛି
ଭଲ ଭାବରେ ମରାମତି ବା ଠିକଠାକ କରୁଥିବା ବାଲା

Example

ଶ୍ୟାମ ଗରିବ ପିଲାମାନଙ୍କୁ ପଢ଼ାଇବା ନିମନ୍ତେ ନିର୍ଣ୍ଣୟ ନେଲେ
ଏହା ଗ୍ରାମାଞ୍ଚଳର ଔଷଧୀୟ ପୂର୍ତ୍ତିକର କେନ୍ଦ୍ର ଅଟେ
ଏହା ସବୁ ଅପରାଧର ନିଶ୍ଚୟକାରକ ପ୍ରମାଣ
ଏହି ଯନ୍ତ୍ରର ସଠିକ କାରିଗର ଏପର୍ଯ୍ୟନ୍ତ ଆସିନାହିଁ