Home Oriya Odia Dictionary

Download Oriya Odia Dictionary APP

Decimal Point Oriya Odia Meaning

ଦଶମିକ

Definition

ଗଣିତରେ ଏକଠାରୁ କମ୍‌ ମାନ ଅଥବା ଏକର କୌଣସି ଅଂଶ ସୂଚିତ କରୁଥିବା ସେହି ଚିହ୍ନ ଯେଉଁଥିରେ ଭାଗ କରୁଥିବା ଅଙ୍କ ଦଶ ବା ତାହାର ଦଶଗୁଣ, ଶହେଗୁଣ, ହଜାରେଗୁଣଆଦି ହୋଇଥାଏ

Example

ତିନ ଦଶମିକ ସାତର (୩.୭)ଅର୍ଥ ହେଉଛି ତିନ ପୂର୍ଣ୍ଣସଂଖ୍ୟା ଏବଂ ଏକର ଦଶ ଭାଗରୁ ସାତଭାଗ