Decisive Oriya Odia Meaning
ନିର୍ଣ୍ଣାୟକ
Definition
ଯେ ବିଚଳିତ ନୁହେଁ
ଯାହା ଉପରେ ବିଚାରହୋଇଛି କିମ୍ବା କରାଯାଉଛି
ଯିଏ ନିଜ ସ୍ଥାନରୁ ହଲେନାହିଁ
ଯେ ନିଷ୍ପତ୍ତି ବଦଳାଏ ନାହିଁ
ଯେ ନମନୀୟ ନୁହେଁ ବା ଯାହାକୁ ନୁଆଇଁ ହେବ ନାହିଁ
ଯେ ନିର୍ଣ୍ଣୟ କରେ
ଯାହା ନିର୍ଣ୍ଣୟରେ ସହାୟକ
ନିଶ୍ଚୟ କରୁଥିବା ଲୋକ
ଯାହା ନିଶ୍ଚୟ କରୁଛି
Example
ଅବିଚଳିତ ବ୍ୟକ୍ତି ନିଜ ଲକ୍ଷ ସହଜରେ ହାସଲ କରିପାରେ
ଏହି ମାମଲା ଆମଦ୍ୱାରା ବିଚାରିତ, ତେଣୁ ଏହାଉପରେ ପୁଣିଥରେ ବିଚାର କରିବାର କୌଣସି ଆବଶ୍ୟକତା ନାହିଁ
ପର୍ବତସବୁ ସ୍ଥିର
ଭୀଷ୍ମ ପିତାମହ ବିବାହ ନକରିବାକୁ ଦୃଢ଼ ପ୍ରତିଜ୍ଞା କରିଥିଲେ / ସେ ନ
Roman Letters in Oriya OdiaExtreme in Oriya OdiaVanishing in Oriya OdiaFantabulous in Oriya OdiaBestride in Oriya OdiaBray in Oriya OdiaFourscore in Oriya OdiaBarometer in Oriya OdiaIn Secret in Oriya OdiaKweek in Oriya OdiaArctic Zone in Oriya OdiaPlant Scientist in Oriya OdiaSession in Oriya OdiaStrange in Oriya OdiaDim in Oriya OdiaWell-rounded in Oriya OdiaHydrogen in Oriya OdiaJamaica in Oriya OdiaGain in Oriya OdiaAstonied in Oriya Odia