Home Oriya Odia Dictionary

Download Oriya Odia Dictionary APP

Decorate Oriya Odia Meaning

ଅଳଙ୍କୃତ କରିବା, ଶୋଭାନ୍ବିତ ହେବା, ଶୋଭିତ ହେବା , ସଜେଇବା, ସଜ୍ଜିତ କରିବା

Definition

ବସ୍ତୁମାନଙ୍କୁ ଏପରିଭାବେ ରଖିବା ଯେ ଦେଖିଲେ ଭଲ ଓ ସୁନ୍ଦର ଜଣାପଡିବ(ବ୍ୟକ୍ତି ବା ସ୍ଥାନ)
ଉଚିତ ଜାଗାରେ ଠିକ କ୍ରମରେ ଏହି ପ୍ରକାର ରଖିବାର କ୍ରିୟା ଯାହା ଭଲ ଦେଖାଯାଏ
ଶୃଙ୍ଗାର କରିବା ବା ସଜାଇବାର ପ୍ରକ୍ରିୟା

Example

ନୂଆ ବୋହୂ ଘରଟିକୁ ବହୁତ ବଢ଼ିଆ ସଜେଇଛି
ଦୋକାନୀ ଦୋକାନରେ ଜିନିଷ ସଜାଇକରି ରଖିଛି
କୃଷ୍ଣଙ୍କଦ୍ୱାରା ରାଧାଙ୍କ ପ୍ରସାଧନ ହେବା ପରେ କାବ୍ୟ ସମାପ୍ତ ହୋଇଯାଉଛି