Home Oriya Odia Dictionary

Download Oriya Odia Dictionary APP

Dedicate Oriya Odia Meaning

ସମର୍ପିତ କରିବା

Definition

ଯାହା ସମର୍ପଣ କରାଯାଇଛି
କୌଣସି ବିଶେଷ ଉଦ୍ଦେଶ୍ୟ ବା ଉପଯୋଗ ନିମନ୍ତେ ଅଲଗା ରଖିବା
କୌଣସି ବିଶିଷ୍ଟ କାର୍ଯ୍ୟ, ବ୍ୟକ୍ତି ବା କାରଣ ଆଦିକୁ ସଂପୂର୍ଣ୍ଣରୂପେ ଦେଇଦବା

Example

ଗାନ୍ଧିଜୀ ନିଜର ସମଗ୍ର ଜୀବନ ସମାଜସେବାପାଇଁ ସମର୍ପିତ କରିଦେଇଥିଲେ
ସେ ନିଜର ସାରା ଜୀବନ ସମାଜ ସେବା ନିମନ୍ତେ ସମର୍ପଣ କରିଛନ୍ତି