Home Oriya Odia Dictionary

Download Oriya Odia Dictionary APP

Deeply Oriya Odia Meaning

ଗଭୀର, ଗହୀର

Definition

ଗଭୀରତାରେ
ଯାହା ମାତ୍ରାରେ ଅଧିକ
ଯାହାର ବିସ୍ତାର ତଳ ଆଡ଼କୁ ଅଧିକ
ଗମ୍ଭୀର ହେବାର ଗୁଣ କିମ୍ବା ଭାବ
ଗଭୀର ହେବାର ଅବସ୍ଥା
ଯାହା ସହଜ ନୁହେଁ
ଯାହା ଗାଢ଼ ରଙ୍ଗର
ବହୁତ ଭଲ ଭାବରେ

Example

ସେ ପୋଖରୀର ଗଣ୍ଡକୁ ଚାଲିଗଲା
ସେ ଗଭୀର ପୋଖରୀରେ ବୁଡ଼ିଗଲା
ସମୁଦ୍ରର ଗଭୀରତା ଅମାପ
ଏହି କଠିନ ସମସ୍ୟାର ସମାଧାନ ଶୀଘ୍ର ଖୋଜିବା ଦରକାର
ନୌସେନା ପୋଷାକ ରଙ୍ଗ ଗାଢ଼ ନୀଳ
ସେ ଗାଢ଼ ନିଦରେ ଶୋଇଛି