Home Oriya Odia Dictionary

Download Oriya Odia Dictionary APP

Deficiency Oriya Odia Meaning

ଅପର୍ଯ୍ୟାପ୍ତତା, ଅଭାବ, ଅଲଭ୍ୟ , ଅସୁଲଭ, କମ୍, ଦୁର୍ଲ୍ଲଭ

Definition

ଅଳ୍ପ ହେବାର ଅବସ୍ଥା ବା ଭାବ
ଦୁର୍ଲ୍ଲଭ ହେବାର ଅବସ୍ଥା ବା ଭାବ
ଖରାପ ଗୁଣ
ଅଭାବଗ୍ରସ୍ତ ହେବାର ଅବସ୍ଥା ବା ଭାବ
ଅପର୍ଯ୍ୟାପ୍ତ ହେବାର ଅବସ୍ଥା ବା ଭାବ
ଗଳା ଭିତରେ ଝୁଲୁଥିବା ମାଂସ

Example

ସମୟ କମ୍‌ ହେବା କାରଣରୁ ମୁଁ ସେଠାକୁ ଯାଇପାରିଲି ନାହିଁ
ଖରାଦିନେ ପାଣି ଅଭାବ ହୁଏ
ବ୍ୟକ୍ତି ଦୁର୍ଗୁଣରୁ ମୁକ୍ତ ହେବା ଆବଶ୍ୟକ
ଦାରିଦ୍ୟ୍ର ସତ୍ତ୍ୱେ ସେହି ପରିବାରଟି ଧର୍ମକୁ ଛାଡ଼ି ନାହାଁନ୍ତି
ଏହି ବର୍ଷ