Degenerate Oriya Odia Meaning
ଅଧପତିତ, ଅଧୋଗତ, ଅବନତ, ନଷ୍ଟ ହେବା, ପତିତ, ବୁଡିଯିବା
Definition
ଯାହା ଭୁଷୁଡ଼ିପଡ଼ିଛି ବା ଭାଙ୍ଗିଯାଇଛି
କୁପଥଗାମୀ ହୋଇଯାଇଥିବା ବା ଖରାପ ଚାଲିଚଳନ ଯୁକ୍ତ ପୁଅ
ନିଜ ସ୍ଥାନ, ପ୍ରତିଜ୍ଞା, ସିଦ୍ଧାନ୍ତଆଦିରେ ଅସ୍ଥିର
ଯାହା ନଷ୍ଟ ହୋଇଯାଇଛି
ଯିଏ ସ୍ଖଳିତ ବା ଯାହାର ବ୍ୟବହାର ଭଲ ନୁହେଁ
ଯିଏ ପାପ କରେ ବା ପାପ
Example
ସେ ଭଙ୍ଗାଘରେ ଜୀବନ ଯାପନ କରିବା ନିମନ୍ତେ ବାଧ୍ୟ
ସେ ନିଜ ମାର୍ଗରେ ବିଚଳିତ
ଅଧଃପତିତ ବ୍ୟକ୍ତି ସମାଜକୁ ରସାତଳକୁ ନେଇଯାଏ
ଧାର୍ମିକ ଗ୍ରନ୍ଥରେ ବର୍ଣ୍ଣିତ ହୋଇଛିଯେ ଯେତେବେଳେ ପୃଥିବୀରେ ପାପ ବଢ଼ିଯାଏ, ସେତେବେଳେ ପ୍ରଭୁ ଅବତାର ନେଇ ପାପୀମାନଙ୍କୁ ସଂହାର କରିଦିଅନ୍ତି
Exercise in Oriya OdiaAdult Female in Oriya OdiaPot in Oriya OdiaStatue in Oriya OdiaK in Oriya OdiaBreadbasket in Oriya OdiaPaunch in Oriya OdiaPreferent in Oriya OdiaPurport in Oriya OdiaSecret in Oriya OdiaShaky in Oriya OdiaDarkness in Oriya OdiaEnthrallment in Oriya Odia3rd in Oriya OdiaCalm in Oriya OdiaBirth in Oriya OdiaJuridic in Oriya OdiaEncounter in Oriya OdiaTwenty-six in Oriya OdiaPortugal in Oriya Odia