Home Oriya Odia Dictionary

Download Oriya Odia Dictionary APP

Degradation Oriya Odia Meaning

ଅପକର୍ଷ, ବଦନାମ, ଲାଞ୍ଛନା

Definition

ଯେଉଁ କଥା ବା କାର୍ଯ୍ୟରେ କାହାରି ମାନ ବା ପ୍ରତିଷ୍ଠା ଉଣା ହୁଏ
ଅଧମ ବା ନୀଚହେବାର ଅବସ୍ଥା ବା ଭାବ
ଖରାପ ଦଶା ବା ଅବସ୍ଥା
ଉନ୍ନତ ଅବସ୍ଥା, ବୈଭବ, ଉଚ୍ଚ ପଦମର୍ଯ୍ୟାଦାଆଦିରୁ ଖସି ବହୁତ ତଳ ସ୍ତରକୁ ଆସିଯିବା କ୍ରିୟା
ପଡ଼ିଯିବା ବା ଘ

Example

ଅଧମତାର ଉପରକୁ ଉଠିଲେହିଁ ସମାଜର ବିକାଶ ସମ୍ଭବ / ଅଧମତା କାରଣରୁ ସମାଜରେ କୁପ୍ରବୃତ୍ତିର ପ୍ରସାର ଘଟୁଛି
ତାହାର ଦୁର୍ଦ୍ଦଶା ଦେଖିନପାରି ମୁଁ ତାକୁ ନିଜ ଘରେ ଜାଗା ଦେଲି
ଦୁର୍ଗୁଣ ମନୁଷ୍ୟକୁ ଆହୁରି ଅବନତିଆଡ଼କୁ ନେଇଯାଏ
ଶେୟାର ମୂଲ୍ୟରେ