Home Oriya Odia Dictionary

Download Oriya Odia Dictionary APP

Delegacy Oriya Odia Meaning

ଅଭିକରଣ

Definition

କାହା ତରଫରୁ ତାଙ୍କ ଏଜେଣ୍ଟ ରୂପରେ କାର୍ଯ୍ୟ କରିବାର ପ୍ରକ୍ରିୟା
ଅଭିକର୍ତ୍ତା ବା ଏଜେଣ୍ଟର କାର୍ଯ୍ୟସ୍ଥାନ
ଅଭିକର୍ତ୍ତା ହେବାର ଭାବ
ପ୍ରତିନିଧିମାନଙ୍କ ଏକ ମଣ୍ଡଳ ବା ଦଳ

Example

ମୋଦ୍ୱାରା ମଧ୍ୟସ୍ଥି ହୋଇପାରିବ ନାହିଁ
ଏଜେଣ୍ଟ ଏପର୍ଯ୍ୟନ୍ତ ଏଜେନ୍ସୀରେ ପହଞ୍ଚିନାହିଁ
ସେ ତା ଅଭିକର୍ତ୍ତୃତ୍ୱର ଦାୟିତ୍ୱ ସୁଚାରୁରୂପେ ତୁଲାଉଛି
ରାଷ୍ଟ୍ରପତି କାଲି ଆମେରିକାରୁ ଆସିଥିବା ପ୍ରତିନିଧିମଣ୍ଡଳ ସହିତ ସାକ୍ଷାତ କରିବେ