Home Oriya Odia Dictionary

Download Oriya Odia Dictionary APP

Delicious Oriya Odia Meaning

ଆନନ୍ଦକାରୀ, ଆନନ୍ଦଦାୟକ, ଆନନ୍ଦଦାୟୀ, ଆନନ୍ଦପ୍ରଦ୍, ଆହ୍ଳାଦି, ଭଲ, ମଧୁର, ରୋଚକ, ସୁସ୍ବାଦୁ, ସ୍ବାଦିଷ୍ଟ, ହର୍ଷଦାୟକ

Definition

ଯିଏ ଭଲ ବା ଯାହାର ଭଲ ଗୁଣ ଅଛି କିମ୍ବା ଯାହାର କାମଦ୍ୱାରା ଅନ୍ୟର ଭଲ ହୁଏ
ଯାହା ଆନନ୍ଦ ଦିଏ
ଯାହା ରମଣ ଯୋଗ୍ୟ
ଯାହାର କୌଣସି ରୋଗ ନାହିଁ ବା ଯାହାର ସ୍ୱାସ୍ଥ୍ୟ ଭଲ ଅଛି
ଯାହା ପରିଶୋଧିତ ବା ଯାହାକୁ ପରିଶୁଦ୍ଧ କରାଯାଇଛି
ଯାହା ମନୋରଞ୍ଜନରେ ଭରା
ଯାହା ରୁଚିରେ ଭରା ହ

Example

ଦୁନିଆରେ ଭଲ ଲୋକଙ୍କର ଅଭାବ ନାହିଁ
ହ୍ରଦଟି ରମଣୀୟ ହୋଇଛି
ଏହା ଶୁଦ୍ଧ ସୁବର୍ଣ୍ଣର ବିସ୍କୁଟ
ଏହି ସ୍ଥାନ ଖୁବ୍‌ ମନୋରଞ୍ଜକ
ତାଙ୍କ ପାଖରେ ରୁଚିକର କାହାଣୀ ପୁସ୍ତକଗୁଡ଼ିକର ଭଣ୍ଡାର ଅଛି
ପିଲାମାନେ ପାଣିରେ ଖେଳୁଛନ୍ତି
ଆପଣଙ୍କ ସଂସର୍ଗରେ