Depiction Oriya Odia Meaning
ଆଖ୍ୟାନ, ଚିତ୍ରଣ, ବଖାଣ, ବର୍ଣ୍ଣନ, ବର୍ଣ୍ଣନା, ବୃତ୍ତାନ୍ତ, ରେଖାଙ୍କନ, ରେଖାଙ୍କିତ ଚିତ୍ର, ରେଖାଚିତ୍ର
Definition
କୌଣସି ବିଷୟକୁ ସ୍ପଷ୍ଟ କରିବାପାଇଁ କୁହାଯାଇଥିବା କଥା
ବିସ୍ତୃତ ଭାବେ କୁହା ବା ଲେଖା ଯାଉଥିବା ଘଟଣା
ମନଗଢ଼ା ବା ବାସ୍ତବିକ ଘଟଣାର ଆଧାରରେ ପ୍ରସ୍ତୁତ ହୋଇଥିବା ମୌଖିକ ବା ଲିଖିତ ବିବରଣୀ ଯାହାର ମୁଖ୍ୟ ଉଦ୍ଦ
Example
ଯୌତୁକ ଉପରେ ତାର ବକ୍ତବ୍ୟ ପ୍ରଶଂସନୀୟ ଥିଲା
ରାମଚରିତମାନସ ତୁଳସୀଦାସ କୃତ ଏକ ଶ୍ରେଷ୍ଠ ବର୍ଣ୍ଣନ
ମୁନ୍ସୀ ପ୍ରେମଚନ୍ଦ୍ରଙ୍କର କାହାଣୀ ଗ୍ରାମୀଣ୍ ପରିବେଶକୁ ଭଲ ଭାବରେ ଦର୍ଶାଇଥାଏ
ସେ ନିଜ କାମର ବିବରଣ ଶୁଣାଇଲା
ପ୍ରାଚୀନ କାଳ
Sleazy in Oriya OdiaUnmarried in Oriya OdiaWorkingman in Oriya OdiaXli in Oriya OdiaRender in Oriya OdiaCare in Oriya OdiaPour in Oriya OdiaWasteland in Oriya OdiaHone in Oriya OdiaDead Body in Oriya OdiaWork Out in Oriya OdiaShangri-la in Oriya OdiaImagined in Oriya OdiaMedical Examination in Oriya OdiaPretender in Oriya OdiaTwig in Oriya OdiaTrilateral in Oriya OdiaLikewise in Oriya OdiaSupport in Oriya OdiaConsequence in Oriya Odia