Home Oriya Odia Dictionary

Download Oriya Odia Dictionary APP

Depot Oriya Odia Meaning

ଭଣ୍ଡାରଘର, ସଂଚୟନ ସ୍ଥାନ, ସଂରକ୍ଷଣ ସ୍ଥାନ

Definition

ଯେଉଁ ସ୍ଥାନରୁ ବସ୍ତଆଦି ସଂଗ୍ରହ କରାଯାଏ
ଜିନିଷପତ୍ର ରଖିବା କକ୍ଷ
ଯେଉଁ ସ୍ଥାନରେ କୋଷ ବା ବହୁତ ଧନ ରହିଥାଏ
କୌଣସି ବିଷୟରେ ଜ୍ଞାନ ବା ଗୁଣ ଆଦିର ବହୁତ ବଡ଼ ଗନ୍ତାଘର
ପେଟ ଭ

Example

ଏହି ଭଣ୍ଡାର ଘର ଖାଦ୍ୟ ସାମଗ୍ରୀ ରଖିବା ନିମନ୍ତେ ଉପଯୁକ୍ତ
ଭଣ୍ଡାର ଘରେ ମୂଷା ଭର୍ତ୍ତି ହୋଇଛନ୍ତି
ଡକାୟତମାନେ ଭଣ୍ଡାରରେ ରଖାଯାଇଥିବା ସବୁ ଧନ ଚୋରେଇନେଲେ
ସନ୍ଥ କବୀର ଜ୍ଞାନର ଭଣ୍ଡାର ଥିଲେ