Home Oriya Odia Dictionary

Download Oriya Odia Dictionary APP

Depressed Oriya Odia Meaning

ଅବସାଦଗ୍ରସ୍ତ, ଅବସାଦିତ

Definition

ଯେ ଥକି ଯାଇଛି ବା ଯିଏ ଥକ୍କା ହୋଇଛି
ଯାହାର ଚିତ୍ତ ବିରସ ହୋଇ କୌଣସି କଥାରୁ ଓହରି ଯାଇଚି
ଯିଏ ପ୍ରସନ୍ନ ନୁହେଁ
ଯାହାକୁ ପୀଡ଼ା ବା କଷ୍ଟ ଦିଆଯାଇଛି
ଅବସାଦରେ ପିଡିତ

Example

ପରିଶ୍ରାନ୍ତ ପଥିକ ଗଛଛାଇରେ ବିଶ୍ରାମ କରୁଛି
ତୁମର ଉଦାସ ଚେହେରା ହିଁ କହିଦେଉଛି ଯେ ତୁମେ ବହୁତ ଚିନ୍ତିତ ଅଛ
ରାମର ଆଚରଣରେ ଗୁରୁଜୀ ଅପ୍ରସନ୍ନ ଥିଲେ
ପୋଲିସଦ୍ୱାରା ଉତ୍ପୀଡ଼ିତ ବ୍ୟକ୍ତି କାହା