Home Oriya Odia Dictionary

Download Oriya Odia Dictionary APP

Derive Oriya Odia Meaning

ପାଇବା, ପ୍ରାପ୍ତ କରିବା, ମିଳିବା

Definition

କାହାରିଠୁ କିଛି ନେବାର କ୍ରିୟା
କାହାପାଖରୁ ବା କେଉଁଠାରୁ କୌଣସି ବସ୍ତୁ ନିଜ ହାତକୁ ନେବା ବା ଅଧିକାର କରିବା
କାମ ଆଦି କରିବାର ଠିକାନେବା
ଉତ୍ପନ୍ନ ହେବା ବା ଅସ୍ତିତ୍ୱକୁ ଆସିବା
ମିଳିଯିବା

Example

ମୁଖ୍ୟ ଅତିଥିଙ୍କଠାରୁ ରେଖା ପୁରସ୍କାର ଗ୍ରହଣ କଲା
ଏବର୍ଷ ଖେତରେ ଅତ୍ୟଧିକ ଖାଦ୍ୟଶସ୍ୟ ଉତ୍ପନ୍ନ ହୋଇଛି
ସେ ଅଧ୍ୟକ୍ଷକଙ୍କ ହାତରୁ ପୁରସ୍କାର ନେଲା
ବାହଘରର ସବୁ ଦାୟିତ୍ୱ ମୁଁ ହିଁ ନେଲି
ଅତ୍ୟଧିକ ଜନସଂଖ୍ୟା ବୃଦ୍ଧି ଯୋଗୁଁ