Home Oriya Odia Dictionary

Download Oriya Odia Dictionary APP

Describable Oriya Odia Meaning

ପ୍ରତିପାଦନ ଯୋଗ୍ୟ, ପ୍ରତିପାଦନୀୟ, ପ୍ରତିପାଦ୍ୟ

Definition

ଯାହା କହିବା ଯୋଗ୍ୟ
ଯାହା ବର୍ଣ୍ଣନା କରିବା ଯୋଗ୍ୟ
ଭଲ ଭବରେ ବୁଝି କୌଣସି କଥା କହିବା ପ୍ରକ୍ରିୟା
ନିରୂପଣ କରିବା ଯୋଗ୍ୟ ବା ବୁଝାଇବା ଯୋଗ୍ୟ
ଯେଉଁ ଅର୍ଥର ଅବଗତି ଶବ୍ଦ

Example

ଆପଣ ଏହି କଥାକୁ ଡେଙ୍ଗୁରାପିଟି କାହିଁକି କହିବୁଲୁଛନ୍ତି, ଏହା କଥନୀୟ ନୁହେଁ
ଆଜି ଯାହା କିଛି ବି ମୋ ସହିତ ଘଟିଲା ତାହା ବର୍ଣ୍ଣନୀୟ
ଆବିଷ୍କାରକଙ୍କ ବ୍ୟାଖ୍ୟା ଶୁଣି ସମସ୍ତେ ସନ୍ତୁଷ୍ଟ ହୋଇଗଲେ
ପାଣିର ଅଭିଧା ଅର୍ଥ ଜଳ
ଏହି କାବ୍ୟର