Home Oriya Odia Dictionary

Download Oriya Odia Dictionary APP

Destructive Oriya Odia Meaning

ଧ୍ବଂସକାରୀ, ଧ୍ବଂସୀ, ବିନାଶଶୀଳ

Definition

ଯେଉଁଥିରେ ହାନିଘଟେ ବା ଯାହା କ୍ଷତି ପହଞ୍ଚାଏ
ଯେ ଧ୍ୱଂସ କରେ
ଯେଉଁ ବସ୍ତୁ ଧ୍ୱଂସ କରେ
ଶତ୍ରୁପକ୍ଷର ଜାହାଜ ଉପରେ ଆକ୍ରମଣପାଇଁ ବ୍ୟବହୃତ ହେଉଥିବା ଏକ ପ୍ରକାର ଅସ୍ତ୍ରଶସ୍ତ୍ରସଜ୍ଜିତ ଜାହାଜ

Example

ଅନିୟମିତ ଭୋଜନ ସ୍ୱାସ୍ଥ୍ୟପାଇଁ କ୍ଷତିକାରକ
ବାରୁଦ ଏକ ଧ୍ୱଂସକାରୀ ବସ୍ତୁ
ବାରୁଦ ଧ୍ୱଂସକାରକ ବସ୍ତୁ
ବିଧ୍ୱଂସକ ଶତ୍ରୁପକ୍ଷର ଜାହାଜକୁ ନଷ୍ଟ କରିଦେଲା