Home Oriya Odia Dictionary

Download Oriya Odia Dictionary APP

Detection Oriya Odia Meaning

ଗୁପ୍ତଚର, ଗୋଇନ୍ଦା, ଜାସୁସି

Definition

କୌଣସି ବିଷୟର ଅଭିନବ ଅନୁଶୀଳନ କରି ସେ ସଂପର୍କିତ ନୂତନ ତଥ୍ୟ ଜାଣିବା ପ୍ରକ୍ରିୟା
ଦେଖିବାପାଇଁ ବା ପାଇବାପାଇଁ କୌଣସି ବସ୍ତୁର ଅନ୍ୱେଷଣ କରି ତାହା କେମିତି ଓ କେଉଁଠି ଅଛି ତାକୁ ଜାଣିବା
ଯାହା ଗୁପ୍ତଚର ସହିତ

Example

ବୈଜ୍ଞାନିକ ଅନୁସନ୍ଧାନର ଫଳ ହେଉଛି ରୋବଟ୍‌
କଲମ୍ବସ୍‌ ଆମେରିକା ଆବିଷ୍କାର କରିଥିଲେ
ମୁଁ ଗୋଇନ୍ଦାଗିରି କାହାଣୀ ପଢ଼ିବାକୁ ପସନ୍ଦ କରେ
ପୋଲିସ ହତ୍ୟାକାରୀକୁ ଖୋଜୁଛନ୍ତି
ଗୋଇନ୍ଦାର ଗୋଇନ୍ଦାଗିରି ଫଳପ୍ରଦ ହେବାରୁ ହତ୍ୟାକାରୀ ଧରାପଡ଼ିଲା