Home Oriya Odia Dictionary

Download Oriya Odia Dictionary APP

Detention Oriya Odia Meaning

କାରାବାସ, ବନ୍ଦୀ

Definition

କାମ, ବିକାଶ, ମାର୍ଗଆଦିରେ ବାଧା ଠିଆ କରାଯିବା ବା ଆସୁଥିବା ବାଧା
ଏଭଳି ଦଣ୍ଡ ଯାହା ଫଳରେ ବନ୍ଦୀଶାଳାରେ ରହିବାକୁ ପଡ଼େ
କୌଣସି ସ୍ଥାନଆଦିରେ ବନ୍ଦ ରହିବା କ୍ରିୟା
ଯେଉଁ ସ୍ଥାନରେ ଦଣ୍ଡ ପାଉଥିବା ଅପରାଧୀଙ୍କୁ ଆବଦ୍ଧ କରି ରଖାଯାଏ

Example

ମୋହନ ମୋର ସବୁ କାମରେ ବାଧା ଦେଇ ମୋତେ ହଇରାଣ କରୁଛି
ରାହୁଳକୁ ଲାଞ୍ଚ ନେବା ଅପରାଧରେ କାରାବାସ ଦଣ୍ଡ ମିଳିଲା
ପଣ୍ଡିତ ଜବାହରଲାଲ ନେହେରୁ କାରାବାସ ସମୟରେ ମଧ୍ୟ