Home Oriya Odia Dictionary

Download Oriya Odia Dictionary APP

Determinist Oriya Odia Meaning

ଦୈବବାଦୀ, ନିୟତିବାଦୀ

Definition

ଭାଗ୍ୟକୁ ମହତ୍ତ୍ୱ ଦେଉଥିବା ବା ଭାଗ୍ୟ ଉପରେ ହିଁ ଆଶ୍ରିତ ରହୁଥିବା ବ୍ୟକ୍ତି
ଭାଗ୍ୟ ଉପରେ ନିର୍ଭର କରୁଥିବା ବ୍ୟକ୍ତି
ନିୟତିବାଦକୁ ମାନୁଥିବା ବ୍ୟକ୍ତି

Example

ଆଜିର କର୍ମପ୍ରଧାନ ଯୁଗରେ ଭାଗ୍ୟବାଦୀ ବ୍ୟକ୍ତିମାନଙ୍କୁ ବେଳେବେଳେ ପଛରେ ରହିବାକୁ ପଡ଼ୁଛି
ଆଜିର କର୍ମ ପ୍ରଧାନ ଯୁଗରେ ବି ଭାଗ୍ୟବାଦୀମାନେ କମ୍ ନାହାନ୍ତି
ନିୟତିବାଦୀମାନଙ୍କ ମତରେ ସମସ୍ତ କାର୍ଯ୍ୟ ଭଗବାନଙ୍କ କୃପାରେ ହୁଏ